Underplayed Gems
The whole movie catalogue

Films and series, searchable by what they are

← Back to the shop

Sagara Ganga (1994)

Sagara Ganga poster
Directed by
Raju Misra
Country
India
Elsewhere
IMDb

How it feels

This is an Odia language film from 1994 directed by Raju Misra. It features a cast including Rachana Banerjee in her debut role. The story was written by Bijay Misra with music composed by Radhakrushna Bhanja.

dramaticmusicaltraditionalemotionalfamily-orientedearnestmelodic

What happens

ସାଗର ଗଙ୍ଗା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ରଚନା ବାନାର୍ଜୀ, ଶରତ ପୂଜାରୀ, ଦୁଃଖିରାମ ସ୍ୱାଇଁ, ଅନୂପ ମିଶ୍ର, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ସୁଜାତା ଆନନ୍ଦ, ଗୀତା ରାଓ, ଦେବୁ ବୋଷ, ଅଶୋକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ରଚନା ବାନାର୍ଜୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?