Sabitri (1995)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 1995 produced by Basudev Tripathi and directed by Jitendra Mahapatra. It follows the story of Sabitri and marks the acting debut of Sritam Das. The cast includes Mihir Das, Bijay Mohanty, and others in various roles.
dramaticemotionalseriousslow-pacedtraditionalearnestheartfeltstory-driven
What happens
ସାବିତ୍ରୀ ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବାସୁଦେବ ତ୍ରିପାଠୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ନିଜମ । ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀତମ ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ମିହିର ଦାସ, ବିଜୟ ମହାନ୍ତି, ରୁନୁ ପରିଜା, ଅନିସା ଦାସ, ଅରବିନ୍ଦ, ଅଞ୍ଜନା ମମତାଜ, ରମେଶ ପାଳ, ହର ପଟ୍ଟନାୟକ, ସୌମେନ ପୂଜାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mani Nageswari (1995)
Sakhi Rahila Ae Singha Duara (1994)
Tulasi (2000)
Aemiti Bhai Jagate Nahin (1994)
Ae Janamara Satitie (2015)
Kie Kahara (1997)
Priya Mo Priya (2005)
Sharddhanjali (1993)- More like this film, on a shelf you can walk up to.It's the lit case on the top shelf.