Kie Kahara (1997)

- Original title
- କିଏ କାହାର
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 1997 directed by Avatar Singh. It features a large cast including Bijay Mohanty, Tandra Ray, and Uttam Mohanty. The story was written by the director and focuses on relationships and family dynamics.
dramaticemotionalfamily-orientedmelodramaticslow-pacedearnestseriousheartfelt
What happens
କିଏ କାହାର, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏଚ୍. ଅନରାଜ ଓ ଲକ୍ଷ୍ମୀନାରାୟଣ ଅଗ୍ରୱାଲ । ଅବତାର ସିଂହ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ସରୋଜ ନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଉତ୍ତମ ମହାନ୍ତି, ମିହିର ଦାସ, କୁନା ତ୍ରିପାଠୀ, ମୁନ୍ନା ଖାଁ, ନମ୍ରତା ଦାସ, ଅଶ୍ରୁମୋଚନ ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ସରୋଜ ଦାସ, ଜୟୀରାମ ସାମଲ, ମାମିନା, ଇନ୍ଦୁ ପାତ୍ର, ହାଡ଼ୁ, ପୁଷ୍ପିତା ମୁଖାର୍ଜୀ ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା କୁନା ତ୍ରିପାଠୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Kanha (1997)
Yashoda (1996)
Jibana sathi (1997)
Sunya Swarupa (1997)
Aemiti Bhai Jagate Nahin (1994)
Sabitri (1995)
Chinha Achinha (1979)
Maa (1992)- More like this film, on a shelf you can walk up to.It's the lit case on the top shelf.