Priya Mo Priya (2005)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 2005. It is a romantic story featuring Anubhav Mohanty and Namrata Thapa in the lead roles. The film was produced by Swarnalata Das and directed by Gudiya Mahapatra.
romanticgentletraditionalmusicalsweetearnestmelodramatic
What happens
ପ୍ରିୟା ମୋ ପ୍ରିୟା, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସ୍ୱର୍ଣ୍ଣଲତା ଦାସ । ପୂର୍ଣ୍ଣଚନ୍ଦ୍ର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଗୁଡ଼ିଆ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ନମ୍ରତା ଥାପା । ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ଲିସା ମହାନ୍ତି, ଜୟୀରାମ ସାମଲ, ହରିହର ମହାପାତ୍ର, ଅନିତା ଦାସ, ଦେବୁ ବୋଷ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Om Shanti OM (2005)
Jai Sriram (2005)
Sindura (2014)
Sir (2025)
Darpana (2025)
Sabitri (1995)
Namaste Kamala Mago 3 (2025)
Sakhi Rahila Ae Singha Duara (1994)- More like this film, on a shelf you can walk up to.It's the lit case on the top shelf.