Ae Janamara Satitie (2015)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is a 2015 Odia romantic film produced by Pankaj Sahoo and Ashok Sahoo under the Trimurti Films banner. It features Deepan Das in the lead role along with Mihir Das and Rabi Mishra. The story was written by Jitendra Sahoo and the music was composed by Gagan Bihari.
romanticlightheartedeasygoingoptimisticmusicalfamily-friendlysentimental
What happens
ଏଇ ଜନମର ସାଥିଟିଏ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ସାହୁ ଏବଂ ଅଶୋକ ସାହୁ । ତ୍ରୀମୂର୍ତ୍ତୀ ଫିଲ୍ମସ୍ ବ୍ୟାନରର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଜିତେନ୍ଦ୍ର ସାହୁ ଏବଂ ସଂଳାପ ଲେଖିଥିଲେ ଭାବବିନୋଦ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ସାହୁ । ଗଗନ ବିହାରୀ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ ଦାସ । ମିହିର ଦାସ, ରବି ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mathare Dei Pata Odhani
Nua Nua Premare (2015)
Roll No - 27 Sujata Senapati (2021)
Maya (2015)
Khusi (2019)
One Way Traffic (2014)
Kie Deba Takkar (2015)
Aliali Rajajema (2025)- More like this film, on a shelf you can walk up to.It's the lit case on the top shelf.