Aliali Rajajema (2025)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language television film released in 2025. It was produced by Sanjib Dwivedi and directed by Amaresh Pati. The story follows characters played by Sandeep Mishra and Kukiz Swain in lead roles.
lighthearteddramaticromanticmoodyslow-burnemotional
What happens
ଅଲିଅଳି ରାଜଜେମା ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସନ୍ଦୀପ ମିଶ୍ର ଓ କୁକିଜ୍ ସ୍ୱାଇଁ । ପୃଥ୍ୱୀରାଜ ନାୟକ, ଅଳକା ଶତପଥୀ, ଭବେଷ, ପାୟଲ, ପିହୁ, ରାଜଲକ୍ଷ୍ମୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୪ ଅଗଷ୍ଟ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Namaste Kamala Mago 3 (2025)
Jwain Puara Jibana Bima (2025)
Sir (2025)
Satyabanara Swarga Jatra (2025)
Roll No - 27 Sujata Senapati (2021)
Sesha Rati (2022)
Darpana (2025)
Kulangar (2018)- More like this film, on a shelf you can walk up to.It's the lit case on the top shelf.