Sesha Rati (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 2022. It follows the stories of several characters and their relationships. The film was directed by Amaresh Pati and features music by Asad Nizam.
dramaticemotionalslow-burnseriousrelationship-drivenintrospectiveintenseatmospheric
What happens
ଶେଷ ରାତି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁମାର ପ୍ରିତମ ସାହୁ । ଶଶାଙ୍କ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ ରିୟା ଦେ । ଶୁଭାଙ୍ଗି ଜେନା, ଦେବୁ ବ୍ରହ୍ମା, ଉଷସୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବିରେନ ମିଶ୍ର, ଅଭିପ୍ସା ଭଞ୍ଜ, ପିଣ୍ଟୁ ନନ୍ଦ, କୁଇନ୍, ଜୀବନବନ୍ଧୁ ମହାପାତ୍ର, ଯଯାତୀ, ବିଜୟ, ପ୍ରମୋଦ, ସୁବୋଧ, ସୌମ୍ୟ, କୁସୁମା, ରାଜୁ ନାୟକ, ଅର୍ପିତା ନନ୍ଦ, ଆୟୁଷ ପତି, ଦିପ୍ତି, ଗାୟତ୍ରୀ, ଗୁଡ୍ଡି ଆଦି କଳାରକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅଗଷ୍ଟ ୫ ତାରିଖରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Chorani 2 (2022)
Prema ATM (2022)
Sahari Bagha (2022)
Jatha Rabanasya Mandodari (2022)
Pratignya (2022)
Chumki Seta Panire Budiba Nahinki (2022)
Oye Anjali (2022)
Lage Prema Najar (2022)- More like this film, on a shelf you can walk up to.It's the lit case on the top shelf.