Underplayed Gems
The whole movie catalogue

Films and series, searchable by what they are

← Back to the shop

Prema ATM (2022)

Prema ATM poster
Directed by
Sudhanshu Mohan Sahu
Country
India

How it feels

This is an Odia language film from 2022. It tells a love story involving multiple characters. The story and screenplay were written by the director.

romanticlightheartedplayfulupbeatdramaticwhimsicalcomedicemotional

What happens

ପ୍ରେମ ଏଟିଏମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁରେନ୍ଦ୍ର ନାରାୟଣ ପ୍ରଧାନ ଓ ନବନିତା ମିଶ୍ର । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ସୁଧାଂଶୁ ମୋହନ ସାହୁ କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ପ୍ରଦୀପ ଦତ୍ତ, ଦିବ୍ୟା ମହାନ୍ତି ଓ ଲିପିକା ସେନାପତି ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପ୍ରଦ୍ୟୁମ୍ନ ଲେଙ୍କା, ସ୍ନିଗ୍ଧା ମହାନ୍ତି, ପୃଥ୍ୱୀରାଜ ନାୟକ, ବୀଣା ମହାରଣା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଅନନ୍ତ ନାୟକ, ବିନାୟକ ମିଶ୍ର, ମାନୀ, ନିର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?