Mahabahu (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film about a family where a father and his children face challenges that test their bonds. The story focuses on their relationships and how they overcome hardships together.
dramaticemotionalintensefamily-orientedseriousupliftingtraditional
What happens
ମହାବାହୁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ଓ କେ ତମନ୍ନା । ଶରଣାରବିନ୍ଦ ଓଝା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଭିନେତା ଶ୍ରୀତମ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ, ପୁନମ ମିଶ୍ର ଓ ତନୁଶ୍ରୀ ଦାଶ । ଶ୍ରୀତମ ଦାସ, ଉଷସୀ ମିଶ୍ର, ହରିହର ମହାପାତ୍ର, ତପି ମିଶ୍ର, ଦେବେନ୍ଦ୍ର ପତି, ଦିବ୍ୟା, ଐଶ୍ୱର୍ଯ୍ୟା, କେ. ତମନ୍ନା, ଦେବି ବାରିକ, ସରୋଜ ଦାଶ, ରବି ମଲ୍ଲିକ, ପ୍ରଦୀପ ଦେବତା, ଲିପାକ୍ଷେୟ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାର ସେପ୍ଟେମ୍ବର ୨ ତରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Tu Mora OK (2022)
Hi Krushna (2022)
Life Re Kichhi Bi Heipare (2022)
Adha Lekha Gapa (2022)
Ame Ta Middle Class (2022)
Au Gote Love Story (2022)
Chorani 2 (2022)
Love Fever (2022)- More like this film, on a shelf you can walk up to.It's the lit case on the top shelf.