Ame Ta Middle Class (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia film about middle class families. It follows their everyday lives and struggles.
lightheartedobservationalgroundedgentlerelatabledomesticquirky
What happens
ଆମେ ତ ମିଡିଲ୍ କ୍ଲାସ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ ଓ ଉମେଶ ପଟ୍ଟନାୟକ । ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାସେଶ ମହାନ୍ତି । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅଶ୍ରୁମୋଚନ ମହାନ୍ତି, ସୁଭାଶିଷ ଶର୍ମା, ମହାପ୍ରସାଦ କର, ବିଜୟିନୀ ମିଶ୍ର, ତନୁଶ୍ରୀ ମହିମା ଦାସ, ଆକାଶ, ସୋମୁ, ସୁନନ୍ଦା, ଦିଲ୍ଲୀପ, ପ୍ରିୟା, ଭୂପତି, ସୁଶୀଲ, ରାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୨୨ ତାରିଖରେ ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Adha Lekha Gapa (2022)
Life Re Kichhi Bi Heipare (2022)
Hi Krushna (2022)
Mahabahu (2022)
Tu Mora OK (2022)
Chorani 2 (2022)
Premare Risk Hela Mote Ishq (2022)
Au Gote Love Story (2022)- More like this film, on a shelf you can walk up to.It's the lit case on the top shelf.