Premare Risk Hela Mote Ishq (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language romantic film about a couple navigating love and its risks. It was released in a wedding hall because theaters were not available in the area.
lightheartedromanticlow-budgetquirkymodestupbeatearnest
What happens
ପ୍ରେମରେ ରିସ୍କ ହେଲା ମୋତେ ଇସ୍କ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ପାତ୍ର ଓ ଉମେଶ ସାହୁ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି । ରତନ ମେହେର, ରବି ମିଶ୍ର, ଅଞ୍ଜନା ମିଶ୍ର, ଟୁଲୁ ଚୌଧୁରୀ, ଚିନ୍ତାମଣି ବିଶ୍ୱାଳ, ବିଜୟ, ଷଣ୍ଢ, ସୂର୍ଯ୍ୟନ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୯ ତାରିଖରେ ମୁକ୍ତିଲାଭ କରିଥିଲା । ଓଡ଼ିଶାରେ ପ୍ରେକ୍ଷାଳୟ ନ ମିଳିବାରୁ ଏହାକୁ ଏକ କଲ୍ୟାଣ ମଣ୍ଡପରେ ମୁକ୍ତିଲାଭ କରାଯାଇଥିଲା । ନୟାଗଡ଼ ଜିଲ୍ଲାର ଓଡ଼ଗାଁଠାରେ ଥିବା ଏକ ସରକାରୀ କଲ୍ୟାଣ ମଣ୍ଡପରେ ଏହା ମୁକ୍ତିଲାଭ କରିଥିଲା, ଯେଉଁଠି ୩୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ଥିବାବେଳେ ଦିନକୁ ୩ଟି ଶୋ'ର ଆୟୋଜନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Love Fever (2022)
Au Gote Love Story (2022)
Tu Mora OK (2022)
Hi Krushna (2022)
Chorani 2 (2022)
Prema ATM (2022)
Adha Lekha Gapa (2022)
Ame Ta Middle Class (2022)- More like this film, on a shelf you can walk up to.It's the lit case on the top shelf.