Love Fever (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young couple navigates the thrills and awkwardness of falling in love in an Odia-language film from 2022. The story follows their romance through everyday moments and comedic situations.
lightheartedromanticupbeatfeel-goodsimplecheerfulplayful
What happens
ଲଭ୍ ଫିଭର୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ମୁନ୍ ଟିଭି ବ୍ୟାନରରେ ନିର୍ମିତ ହୋଇଥିଲା, ଯାହାର ପ୍ରଯୋଜନା କରିଥିଲେ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ । ସଚ୍ଚିକାନ୍ତ ଜେନା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ଚିନ୍ମୟ ଦାସ ପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଚନ୍ଦନ ଜେନା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରଶାନ୍ତ ପାଲ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜବୀର ଶଙ୍କର ଦେଓ ଓ ବନ୍ଦନା ପରମାଣିକ । ଅସୀତ ପତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ମୀନକେତନ, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ମଇ ୨୦ ତାରିଖରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Au Gote Love Story (2022)
Tu Mora OK (2022)
Hi Krushna (2022)
Premare Risk Hela Mote Ishq (2022)
Life Re Kichhi Bi Heipare (2022)
Adha Lekha Gapa (2022)
Chorani 2 (2022)
Prema ATM (2022)- More like this film, on a shelf you can walk up to.It's the lit case on the top shelf.