Chorani 2 (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 2022. It follows a story involving love, conflict, and family dynamics in a rural setting. The main characters face challenges that test their relationships and courage.
lighthearteddramaticenergeticromanticaction-packedcomedicfast-paced
What happens
ଚୋରଣୀ ୨, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ପାତ୍ର । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟମୟୀ ମହାପାତ୍ର ଓ ଅଭିଶେକ ପଣ୍ଡା । ପିଣ୍ଟୁ ନନ୍ଦ, ଶଙ୍କର, ତ୍ରିଭୁବନ ପଣ୍ଡା, ଅଶୋକ ଦାସ, ଅଳକା ଶତପଥୀ, ଡାଏନା ଐଶ୍ୱର୍ଯ୍ୟା, ଚିନୁ, ବାବୁ ପ୍ରଧାନ, ସୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Prema ATM (2022)
Tu Mora OK (2022)
Mahabahu (2022)
Love Fever (2022)
Premare Risk Hela Mote Ishq (2022)
Ame Ta Middle Class (2022)
Hi Krushna (2022)
Au Gote Love Story (2022)- More like this film, on a shelf you can walk up to.It's the lit case on the top shelf.