Tu Mora OK (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows the love story between a man and a woman. Their relationship faces various ups and downs and family dynamics. The film was released in 2022.
romanticlightheartedmusicalupbeatfamily-friendlyemotionalplayfuldramatic
What happens
ତୁ ମୋର ଓକେ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ଅସଦ୍ ନିଜାମ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଶୀତଲ ପାତ୍ର । ଉଷସୀ ପାତ୍ର, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ପ୍ରେମାଞ୍ଜନ ପରିଡ଼ା, ପ୍ରଜ୍ଞା ଖଟୁଆ, ସର ଅପା, ଐଶ୍ୱର୍ଯ୍ୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୨୧ ତାରିଖରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନ ଏହା ବିଷୟରେ ଟୁଇଟ୍ କରିଥିଲେ । (from Wikipedia, CC BY-SA)
More like this
Au Gote Love Story (2022)
Hi Krushna (2022)
Love Fever (2022)
Mahabahu (2022)
Adha Lekha Gapa (2022)
Life Re Kichhi Bi Heipare (2022)
Premare Risk Hela Mote Ishq (2022)
Chorani 2 (2022)- More like this film, on a shelf you can walk up to.It's the lit case on the top shelf.