Jatha Rabanasya Mandodari (2022)

- Directed by
- Pinu Nayak
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia-language film released in 2022. It tells a story that draws from themes of family and relationships. Deepak Barik and Lipika Senapati play the main characters.
lighthearteddramaticupbeatemotionalromanticfamily-orientedmelodramaticearnest
What happens
ଯଥା ରାବଣସ୍ୟ ମନ୍ଦୋଦରୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବୀର ଦାସ । କାଳୁଚରଣ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଜିତେନ୍ଦ୍ର ବରାଳ । ନିର୍ଦ୍ଦେଶକ ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ, ଶୁଭ୍ରାଂଶୁ, ଆକାଶ ଶତପଥୀ, ପପି ସନ୍ତୁକା, ରାଜଲକ୍ଷ୍ମୀ, କୁନି ପଣ୍ଡା, ବିଜୟ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ମଇ ୧ ତାରିଖରେ ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Oye Anjali (2022)
Chorani 2 (2022)
Prema ATM (2022)
Chumki Seta Panire Budiba Nahinki (2022)
Bichha Gang (2022)
Sesha Rati (2022)
Tu Mora OK (2022)
Lage Prema Najar (2022)- More like this film, on a shelf you can walk up to.It's the lit case on the top shelf.