Lage Prema Najar (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language Indian film about romance and relationships. It was produced by Byomakesh Sejapada and directed by Dilip Panda. The movie features a cast that includes Amlan Das, Priya Choudhury, Riya De and Ragini Sutradhar in main roles. It was released on July 8 2022 during the Bahuda Yatra festival.
romanticlighthearteddramaticemotionalfestivecolorfulenergetic
What happens
ଲାଗେ ପ୍ରେମ ନଜର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବ୍ୟୋମକେଶ ଶେଜପଡ଼ା । ଖଗେଶ୍ୱର ଶେଜପଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଚିନ୍ମୟ ଦାସ ପଟ୍ଟନାୟକ । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ପ୍ରିୟା ଚୌଧୁରୀ, ରିୟା ଦେ ଓ ରାଗିଣୀ ସୁତ୍ରଧାର । ରାକେଶ ଦେଓ, ବବି ମିଶ୍ର, ପପି ସନ୍ତୁକା, ଅମର, ବାପି, ରିପନ, ବିନୋଦ, ଅଜୟ ପ୍ରଧାନ, ଧାରାଶ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୮ ଜୁଲାଇ ୨୦୨୨ରେ ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kichhi Kahibara Achhi (2022)
Chumki Seta Panire Budiba Nahinki (2022)
Pratignya (2022)
Jatha Rabanasya Mandodari (2022)
Chorani 2 (2022)
Eka Tu Eka Mun (2022)
Gupchup (2022)
Prema ATM (2022)- More like this film, on a shelf you can walk up to.It's the lit case on the top shelf.