Underplayed Gems

Gupchup (2022)

Gupchup poster
Original title
ଗୁପ୍‌ଚୁପ୍
Directed by
Prithvi Raj Pattnaik
Genre
romance, drama
Country
India
Runtime
2h 05m
Rated
UA
Elsewhere
IMDb
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like thisWatch the trailer

or watch the trailer on YouTube

How it feels

This is a 2022 Odia film produced by Aniket Das and Sanghamitra Mohanti. The story was written by Mason Padihari and the screenplay and direction were done by Pruthviraj Pattnaik. It stars Amlan Das and Sanmira Nagesh in lead roles with a supporting cast. The film was released on June 10 2022.

quirkylightheartedplayfulundemandingcasualwarmsimple

What happens

ଗୁପ୍‌ଚୁପ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନିକେତ ଦାସ ଓ ସଂଘମିତ୍ରା ମହାନ୍ତି । ଏହି କଥାଚିତ୍ରଟି ବ୍ଲାକ ଆଣ୍ଡ୍ ହ୍ୱାଇଟ୍ ମୋସନ୍ ପିକ୍‌ଚର୍ଜ ବ୍ୟାନରରେ ନିର୍ମାଣ କରାଯାଇଥିଲା । ମାସନ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପୃଥ୍ୱୀରାଜ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ସନ୍‌ମିରା ନାଗେଶ । ଶୈଳେନ୍ଦ୍ର ସାମନ୍ତରାୟ, ଅନନ୍ୟା ମିଶ୍ର, ଅରୋଶିଖା ମିଶ୍ର, ହିମାଙ୍ଗି ଦତ୍ତ, ପପୁ ପମ ପମ, ମିହିର ଦାସ, ବଣ୍ଟି ଆର୍. ସାମଲ, ସନ୍ତୁ ନିଜେ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୦ ତାରିଖରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.