Underplayed Gems

One Way Traffic (2014)

One Way Traffic poster
Country
India
Elsewhere
IMDb
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

This is an Odia language Indian film from 2014. It was produced by Srikant Gautam and directed by Suresh Pattanaik. The lead roles are played by Sambhab Manasingh and Tapasya Tripathi.

lightheartedromanticmelodramaticupbeatsentimentalsimplemusical

What happens

ୱାନ୍ ୱେ ଟ୍ରାଫିକ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀକାନ୍ତ ଗୌତମ । ସେହି ଏହି କଥାଚିତ୍ରଟିର ସଂଳାପ, କାହାଣୀ, ଚିତ୍ରନାଟ୍ୟ ଏବଂ ଗୀତ ରଚନା କରିଥିଲେ । ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବ୍ରହ୍ମା କୁମ୍ଭାର ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । କୁମାର ବାପି, କ୍ରୀଷ୍ଣା ବେଉରା, ଦେବାନନ୍ଦ, ପଙ୍କଜ ଜାଲ, ଇରା ମହାନ୍ତି, ଅଭୟ ମୁଳିଆ, ଅସୀମା ପଣ୍ଡା, ଋତୁ ପାଠକ, ବିନୋଦ ରାଠୋଡ଼, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ଭବ ମାନସିଂହ ଏବଂ ତପସ୍ୟା ତ୍ରିପାଠୀ । ଶ୍ରୀତମ ଦାସ, ମେଘନା ମିଶ୍ର, ଶ୍ରୀକାନ୍ତ ଗୌତମ, ଶଶାଙ୍କ ବାସୁ ମଲ୍ଲିକ, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା, ନନ୍‌ସେନ୍ସ ମଣି, ହର ରଥ, ପୁର୍ଣ୍ଣେନ୍ଦୁ ଲାଲ ଦତ୍ତ, ଅର୍ପଣ, ସୁଜିତ ପାଇକରାୟ, ଅଙ୍କିତା ଭୌମିକ, ଚନ୍ଦନ, ଦେବଦତ୍ତ ଜାନ୍, ସୋମ୍ୟ ମଲ୍ଲିକ, ଆଲୋକ ରାୟ, ପଙ୍କଜ, ସୋମ୍ୟ ଦାସ, ଦିପ୍ତି, ପ୍ରିୟା, ସ୍ମୃତି ମିଶ୍ର, ପ୍ରିୟା ନାୟକ, ମୀରା, ସସ୍ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.