Ameta Toka Sandha Marka (2014)

- Original title
- Ame Ta Toka Sandha Marka
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 2014. It is a comedy romance story starring Papu Pom Pom and Koel Banerjee.
lightheartedcomedicupbeatplayfulenergeticromanticbreezy
What happens
ଆମେ ତ ଟୋକା ଷଣ୍ଢ ମାର୍କା, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତା ଶତପଥୀ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଆର୍ ଭଗତ ସିଂହ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କିରିଥିଲେ ପପୁ ପମ ପମ ଏବଂ କୋଏଲ ବାନାର୍ଜୀ । ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ହର ରଥ, ଅରବିନ୍ଦ ଷଡ଼ଙ୍ଗୀ, ମୀନକେତନ, ରାଜୀବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କିରଥିଲେ । (from Wikipedia, CC BY-SA)
More like this
Golapi Golapi (2014)
Omm (2014)
Vellaikaara Durai (2014)
Inga Enna Solluthu (2014)
Haribol Nuhe Tanka Bol (2014)
Tamaar Padaar (2014)
Sindura (2014)
Rangan Style (2014)- More like this film, on a shelf you can walk up to.It's the lit case on the top shelf.