Haribol Nuhe Tanka Bol (2014)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows a story about people chasing money instead of chanting holy names. It features music and performances by a cast of actors.
lightheartedcomedicmusicalsillyupbeatdramaticsimple
What happens
ହରି ବୋଲ ନୁହେଁ ଟଙ୍କା ବୋଲ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀନିବାସ । ଶ୍ରୀନିବାସ ଏହି ଚଳଚ୍ଚିତ୍ରଟିର କାହଣୀ ଲେଖିଥିଲେ ଏବଂ ବିଜୟ ମହାନ୍ତି ଏହାର ସଂଳାପ ଲେଖିଥିଲେ । କ୍ରିଷ୍ଣା ପ୍ରସାଦ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଭାନୁ ଏବଂ ଅଂଶୁମାନ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚୁଙ୍ଗା ଏବଂ କଳ୍ପନା । ଅନନ୍ତ ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଆକାଶ ଦାସନାୟକ, ଜୀବନ ପଣ୍ଡା, ସମରେଶ ରାଉତରାୟ, ଜୟୀରାମ ସାମଲ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କାଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Omm (2014)
Sahitya Didi (2014)
Golapi Golapi (2014)
Mental (2014)
Mo Dil Kahe Ilu Ilu (2015)
Gaddbadd (2013)
Daddy (2014)
Tanka Tate Salam (2013)- More like this film, on a shelf you can walk up to.It's the lit case on the top shelf.