Omm (2014)

- Directed by
- Sudhakar Vasant
- Country
- India
- Elsewhere
- IMDb
How it feels
This is an Odia film about a young man and woman whose lives become intertwined. Their journey involves music and personal struggles.
upbeatenergeticmusicallighthearteddramaticsentimentalfamily-orientedromantic
What happens
ଓମ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଧାକର ବସନ୍ତ ଏବଂ ସମରେଶ ରାଉତରାୟ । ସୁଧାକର ବସନ୍ତ କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଭିଗ୍ନାଜ୍ ରକ୍ ବ୍ୟାଣ୍ଡ ଏହି କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଏବଂ ପ୍ରକୃତି ମିଶ୍ର । ସୁଧାକର ବସନ୍ତ, ସମରେଶ ରାଉତରାୟ, ସରୋଜ ଦାସ, ଗୁଡ୍ଡୁ, ଇଲୁ ବାନାର୍ଜୀ, ସଲିଲ ମିତ୍ର, ତୃପ୍ତି ପଣ୍ଡା, ପିଣ୍ଟୁ ନନ୍ଦ, ପ୍ରତିଭା ସାହୁ ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Mental (2014)
- Golapi Golapi (2014)
- Haribol Nuhe Tanka Bol (2014)
- Daddy (2014)
- Sahitya Didi (2014)
- Tanka Tate Salam (2013)
- Mo Dil Kahe Ilu Ilu (2015)
- Kehi Nuhen Kahara (2015)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…