Sahitya Didi (2014)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman take on central roles in this Odia film. The story follows their interactions and personal lives.
simplelow-keyreflectiveunhurriedgentlepoignantslice-of-life
What happens
ସାହିତ୍ୟ ଦିଦି, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ମନୋରଞ୍ଜନ ପାଲ ଏହି କଥାଚିତ୍ରଟିର ପ୍ରଯୋଜନା, କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ଅଜୟ ସାମଲ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମୋହିତ ଚକ୍ରବର୍ତ୍ତୀ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାଶ ଏବଂ ଅଦିତୀ ମୁଖାର୍ଜୀ । ପିଣ୍ଟୁ ନନ୍ଦ, ସୁରେଶ ବଳ, ଜୀବନ ପଣ୍ଡା, ବ୍ରଜ ସିଂହ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Golapi Golapi (2014)
Omm (2014)
Daddy (2014)
Mental (2014)
Haribol Nuhe Tanka Bol (2014)
My First Love (2015)
Tu Au Mun (2014)
Kehi Nuhen Kahara (2015)- More like this film, on a shelf you can walk up to.It's the lit case on the top shelf.