Cuttack weds Sambalpur (2021)

- Country
- India
- Rated
- UA
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia romantic comedy film from 2021. It follows the story of a couple navigating their relationship and cultural differences. The film stars Sambit Acharya and Susmita Pradhan in the lead roles.
romanticlightheartedcomedicupbeatcheerfulrelatablewarm
What happens
କଟକ ୱେଡ୍ସ୍ ସମ୍ବଲପୁର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ଓ କେ. ତମନ୍ନା । ଜିତେନ୍ଦ୍ର ପ୍ରଧାନ ଓ ଜିତେନ୍ଦ୍ର ଦାଶ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ବାପି ଡେଭିଡ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଓ କମଳେଶ ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ସୁସ୍ମିତା ପ୍ରଧାନ । କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଗୁଡ୍ଡୁ, ପ୍ରଦୀପ ଦେବତା, ମହାପ୍ରସାଦ କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Tu Mora Sathire 2 (2021)
Sinthiru Sindura Alapa Dura (2021)
Rangila Bohu - 2 (2021)
Roll No - 27 Sujata Senapati (2021)
Sastha Ru Nashta (2021)
Bhoka (2021)
Tu Mora Sapana Rani (2016)
Durgatinashini (2020)- More like this film, on a shelf you can walk up to.It's the lit case on the top shelf.