Bhoka (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 2021. It follows the story of a main character played by Ankit Kumar as he faces challenges in his life. The film focuses on personal struggles and relationships in a small community.
straightforwardearnestsimpledramaticsmall-scalelocalunpretentiousemotional
What happens
ଭୋକ, ୨୦୨୧ ମସିହାରେ ମୁକ୍ତିଲାଭ କରଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଜ୍ୟୋତି ପ୍ରଡ଼କ୍ସନଦ୍ୱାରା ନିର୍ମାଣ କରାଯାଇଥିଲା ଯାହାର ପ୍ରଯୋଜାନ କରିଥିଲେ ସବ୍ୟସାଚୀ ମହାପାତ୍ର । ରଞ୍ଜନ କୁମାର ଦାସ ଏହି କଥାଚିତ୍ରଟି କାହାଣୀ ଓ ସଂଳାପ ରଚନା କରିଥିଲେ । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଙ୍କିତ କୁମାର ଓ କାବ୍ୟା କିରଣ । କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଡିସେମ୍ବର ୧୧ ତାରିଖରେ ଭୁବନେଶ୍ୱରର ଏସ୍ପ୍ଲାନେଡ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Rangila Bohu - 2 (2021)
Tume Mo Sankha Tume Mo Sindura (2021)
Roll No - 27 Sujata Senapati (2021)
Durgatinashini 2 (2021)
Prtisodh (2023)
Mana Khali Tate Chahen (2018)
Mo Mummy Papanka Bahaghara (2020)
Tu Mora Sathire 2 (2021)- More like this film, on a shelf you can walk up to.It's the lit case on the top shelf.