Durgatinashini 2 (2021)

- Directed by
- Ashwin Tripathy
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from India released in 2021. It follows a family's story involving conflict and emotional struggles. The movie is a sequel to the 2020 film Durgatinashini.
dramaticemotionalfamily-centeredintensesuspensefulregionaltraditional
What happens
ଦୁର୍ଗତିନାଶିନୀ ୨, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ସମରେଶ ରାଉତରାୟ, ସ୍ମିତା ମହାନ୍ତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ସୁଜିତ ପାଇକରାୟ, ସୁକାନ୍ତ ରଥ, ଇଲୁ ବାନାର୍ଜୀ, ପପି ସନ୍ତୁକା, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୭ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ୨୦୨୦ ମସିହାରେ ଏହି କଥାଚିତ୍ରଟିର ଅନ୍ୟ ଏକ ଭାଗ ଦୁର୍ଗତିନାଶିନୀ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Tume Mo Sankha Tume Mo Sindura (2021)
Rangila Bohu - 2 (2021)
Ardhangini (2021)
Tandav (2021)
Paro Hates Devdas (2021)
Jungle (2021)
Tu Mora Sathire 2 (2021)
Bhoka (2021)- More like this film, on a shelf you can walk up to.It's the lit case on the top shelf.