Jungle (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows a story of love and relationships set in a rural backdrop. It focuses on characters navigating personal conflicts and romantic entanglements.
lightheartedromanticdramaticmusicalfamily-orientedemotionalupbeat
What happens
ଜଙ୍ଗଲ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପାୟଲ୍ ଫିଲ୍ମ ଏଣ୍ଟରଟେନ୍ମେଣ୍ଟ ପ୍ରଡକ୍ସନ ଓ କ୍ରିଷ୍ଣା ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ମଳା ପଣ୍ଡା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଟି. ଗଣେଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁରଜ ଓ ଆହାନା ବରାଳ । ଇଲୁ ବାନାର୍ଜୀ, ସରୋଜ ଦାସ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mana Mo Neigalu Re (2021)
Ardhangini (2021)
Kokoli: Fish Out of Water (2021)
Tandav (2021)
Bishwaas-The Light Over Darkness (2021)
Rangila Bohu - 2 (2021)
Tapori (2017)
Love You Priya (2020)- More like this film, on a shelf you can walk up to.It's the lit case on the top shelf.