Kokoli: Fish Out of Water (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows a person who feels out of place in a new environment. The story focuses on their attempts to adapt and the humorous situations that arise.
lightheartedcomedygentlefamily-orientedeasygoingquirkywhimsical
What happens
କୋକୋଲି: ଫିସ୍ ଆଉଟ୍ ଅଫ୍ ୱାଟର୍, ୨୦୨୧ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ । ସ୍ନେହାଶିଷ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ନଳିନୀକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଗାର୍ଗୀ ମହାନ୍ତି । ଲିଙ୍କନ ପଟ୍ଟନାୟକ, ଧରିତ୍ରୀ ଖଣ୍ଡୁଆଳ, ଭାସ୍ୱତୀ ବସୁ, ବିଦ୍ୟୁତପ୍ରଭା ପଟ୍ଟନାୟକ, ସୋନାଲି ଓଝା, ଦିପାନ୍ୱିତ ଦାସ ମହାପାତ୍ର, ପ୍ରଣବ ପ୍ରସନ୍ନ ରଥ, ସସ୍ମିତା ମହାନ୍ତି, ଶଶଧର ପ୍ରଧାନ, ଆଶିଷ କୁମାର ପରିଡ଼ା, ସୁନିଲ କୁମାର ପଟ୍ଟନାୟକ, ସାସ୍ୱତୀ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଜୁନ ୧୨ ତାରିଖରେ ଆଓ ଏନ୍ଏକ୍ସ୍ଟିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Jungle (2021)
Rangila Bohu - 2 (2021)
Mana Mo Neigalu Re (2021)
Chorani (2021)
Ardhangini (2021)
Bishwaas-The Light Over Darkness (2021)
Mun Khanti Odia Jhia (2017)
Mu Gote Dusta Pila (2017)- More like this film, on a shelf you can walk up to.It's the lit case on the top shelf.