Mun Khanti Odia Jhia (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film about a young woman who is proud of her identity and heritage. The story follows her relationships and adventures in a lighthearted romantic setting.
lightheartedromanticupbeatcheerfulfamily-orientedplayfulenergeticcolorful
What happens
ମୁଁ ଖାଣ୍ଟି ଓଡ଼ିଆ ଝିଅ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ରାଜେନ୍ଦ୍ର ସିଂ ଭୁର୍ଜି ଏବଂ ଅବତାର ସିଂହ ଭୁର୍ଜି । ଅବତାର ସିଂହ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଏବଂ ସତ୍ୟନାରାୟଣ ସାହୁ ଏହି କଥଚିତ୍ରର ସଂଳାପ ଲେଖିଥିଲେ । ଅବତାର ସିଂହ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ ଏବଂ ମାନସ କୁମାର । ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ । ନବାଗତ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଚଳଚ୍ଚିତ୍ରଟିର ନାୟକ ଭୂମିକାରେ ଅଭିନୟ କରିଥିଲେ । ପପୁ ପମ ପମ, ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ, ଶ୍ରୀକାନ୍ତ, ସ୍ୱରୂପ, ନାରାୟଣ ପତି ଆଦି କଳାକାରେ ଏହି ଚଳଚ୍ଚିତ୍ରରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mitha Mitha (2017)
Tapori (2017)
Akhi Kholile Tu Tu Hi Tu (2017)
Tike Khara Tike Chhai (2017)
Mu Gote Dusta Pila (2017)
Katha Deli Matha Chhuin (2017)
Tamaku Dekhila Pare (2017)
Ole Ole Dil Bole (2018)- More like this film, on a shelf you can walk up to.It's the lit case on the top shelf.