Katha Deli Matha Chhuin (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows a love triangle involving two male friends and a woman. The story explores their relationships and the complications that arise from their affections.
light-heartedromanticmusicalemotionalbittersweetmelodramaticfamily-orientedheartfelt
What happens
କଥାଦେଲି ମଥାଛୁଇଁ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୈଳେନ୍ଦ୍ର ପରିଡ଼ା । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମାନନ୍ଦ ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ସୁବ୍ରତ ସ୍ୱାଇଁ । ରିୟା ଦେ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଅଭିଶେକ ରଥ ଏବଂ ଅମନ ଦୁଇଜଣ ସମାନ୍ତରଳ ନାୟକ ଥିଲେ । ଅଭିନୟ କରିଥିବା ଅନ୍ୟାନ୍ୟ ପ୍ରମୁଖ ଅଭିନେତା ଗଣ ହେଲେ, ପପୁ ପମ ପମ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ମିହିର ଦାସ, ସଲିଲ ମିତ୍ର । ୧୦ ନଭେମ୍ବର ୨୦୧୬ରେ ଏହି ଚଳଚ୍ଚିତ୍ରର ମହୁରତ ଝାରପଡ଼ାର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିଶେକ, ରିୟା, ଅମନ, ପ୍ରେମାନନ୍ଦ ଆଦି ଯୋଗଦେଇଥିଲେ । (from Wikipedia, CC BY-SA)
More like this
Tapori (2017)
Akhi Kholile Tu Tu Hi Tu (2017)
Tike Khara Tike Chhai (2017)
Mitha Mitha (2017)
Mun Khanti Odia Jhia (2017)
Nijhu Ratira Sathi (2017)
Tamaku Dekhila Pare (2017)
Dil Ka Raja (2017)- More like this film, on a shelf you can walk up to.It's the lit case on the top shelf.