Dil Ka Raja (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man finds himself in a love triangle with two women. The film shows their relationships and the sacrifices they make to keep everyone happy.
romanticemotionalmelodramaticheartfeltsentimentalbittersweetdramaticlove-triangle
What happens
ଦିଲ୍ କା ରାଜା ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ବୈଦ୍ୟନାଥ ଦାଶ ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ରବିନ୍ଦ୍ର ପଣ୍ଡା ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିରଞ୍ଜନ । ଚଳଚ୍ଚିତ୍ରଟି ଏକ ତ୍ରିକୋଣୀୟ ପ୍ରେମକାହାଣୀକୁ ନେଇ ନିର୍ମିତ ହୋଇଥିଲା, ଯେଉଁଥିରେ ପିଙ୍କି ପ୍ରିୟଦର୍ଶନୀ ଏବଂ ଦୀପିକା ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ପ୍ରେମ, ପ୍ରଣୟ, ଭଲ ପାଇବା, ତ୍ୟାଗ, ସଭିଙ୍କୁ ଖୁସି ରଖିବା, ନିଜର ଦୁଃଖକୁ ନିଜ ଭିତରେ ଚାପି ରଖିବା ଭଳି ଥିବା କଥା ରହିଥିବା ଏହି ଚଳଚ୍ଚିତ୍ରଟି ଭାଲେଣ୍ଟାଇନ୍ ଡେରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Ami Je Ke Tomar (2017)
Love Ni Bhavai (2017)
Tula Kalnnaar Nahi (2017)
Kadhal Kasakuthaiya (2017)
Jindua (2017)
Laila o Laila (2017)
Senjittale En Kadhala (2017)
Dear Megha (2021)- More like this film, on a shelf you can walk up to.It's the lit case on the top shelf.