Laila o Laila (2017)

- Directed by
- Sushant Mani
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman meet and their lives become entangled in a romantic story. The film follows their relationship through ups and downs.
lightromanticeasygoingsimplebittersweetmelodramatic
What happens
ଲୈଲା ଓ ଲୈଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ରୱାଲ । ସିଦ୍ଧାର୍ଥ ଅଗ୍ରୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ୨୦୧୮ ମସିହା ନୂଆବର୍ଷ ପୂର୍ବରୁ ଡିସେମ୍ବର ୨୯ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ସେତେଟା ବ୍ୟବସାୟିକ ସଫଳତା ପାଇନଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଏବଂ ସନ୍ମୀରା ନାଗେଶ । (from Wikipedia, CC BY-SA)
More like this
Jindua (2017)
To Premare Padila Pare (2017)
Shaadi Mein Zaroor Aana (2017)
Ami Je Ke Tomar (2017)
Senjittale En Kadhala (2017)
Kalavaadiya Pozhuthugal (2017)
Kathalo Rajakumari (2017)
Love Ni Bhavai (2017)- More like this film, on a shelf you can walk up to.It's the lit case on the top shelf.