To Premare Padila Pare (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman meet and fall in love. The film follows their romantic story with songs and dances.
romanticlightheartedupbeatmelodramaticenergeticplayfulmusicalsentimental
What happens
ତୋ ପ୍ରେମରେ ପଡ଼ିଲା ପରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ । ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସରୋଜ କାନ୍ତ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବରାଜ ଏବଂ ଚିନ୍ମୟୀ ପ୍ରିୟଦର୍ଶିନୀ । ଦେବରାଜ ଏବଂ ଚିନ୍ମୟୀ ଉଭୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ପ୍ରଲିପ୍ତା, ମୁନ୍ନା ଖାନ୍, ପୂଜା, ସସ୍ମିତା ପଣ୍ଡା, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, ଅସୀତ ପତି, ଧିରେନ ମିତ୍ର, କୁନି ପଣ୍ଡା, ମନିଷା ମିଶ୍ର, ଆଶିଷ ସେନ୍ଦ୍ରେ, ଅଞ୍ଜନା ଦାଶ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ବିଦୁସ୍ମିତା ଏହି କଥାଚିତ୍ରଟିରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ । (from Wikipedia, CC BY-SA)
More like this
Kadhal Kan Kattuthe (2017)
Muqaddar (2017)
Laila o Laila (2017)
Kabula Barabula (2017)
Paippin Chuvattile Pranayam (2017)
Satya (2017)
Katha Nuhen E Katha (2017)
Bibaho Diaries (2017)- More like this film, on a shelf you can walk up to.It's the lit case on the top shelf.