Akhi Kholile Tu Tu Hi Tu (2017)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film tells a love story with music and dance. The main characters are a young couple whose relationship goes through ups and downs.
lightheartedromanticupbeatmusicalplayfulenergeticlively
What happens
ଆଖି ଖୋଲିଲେ ତୁ ତୁ ହି ତୁ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସରୋଜ ମହାପାତ୍ର ଏବଂ ପ୍ରଯୋଜନା କରିଥିଲେ ସଞ୍ଜୟ ଚୌଧୁରୀ । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ଏବଂ ଗୀତ ରଚନା କରିଥିଲେ ବାପୁ ଗୋସ୍ୱାମୀ । ଉଦିତ ନାରାୟଣ, ବିନୋଦ ରାଠୋଡ, ପାମେଲା ଜୈନ୍, ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଦୀପକ ବାରିକ, ସୂର୍ଯ୍ୟମୟୀ ଏବଂ ନମ୍ରତା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ବିଭିନ୍ନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୧୭ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Tapori (2017)
Mitha Mitha (2017)
Mun Khanti Odia Jhia (2017)
Tike Khara Tike Chhai (2017)
Katha Deli Matha Chhuin (2017)
Ole Ole Dil Bole (2018)
Mu Gote Dusta Pila (2017)
Tamaku Dekhila Pare (2017)- More like this film, on a shelf you can walk up to.It's the lit case on the top shelf.