Tamaku Dekhila Pare (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is a 2017 Odia language film about love and relationships. It follows the story of a man who meets a woman and experiences the changes that come with falling in love.
romanticlightheartedupbeatwhimsicalgentlesentimentalstraightforward
What happens
ତମକୁ ଦେଖିଲା ପରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଶୁଭମ ପାଢ଼ୀ ଏବଂ ନିର୍ଦ୍ଦେଶନା ଦେଇଥିଲେ ଚନ୍ଦନ ମହାପାତ୍ର । ଭାରତୀ ପାଢ଼ୀ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ଆଲୋକ ରାୟ ଏହାର ସଂଳାପ ଲେଖିଥିଲେ । ୨୦୧୭ ମସିହା ଜାନୁଆରୀ ୧୩ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ । ଇରା ମହାନ୍ତି, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଶୈଳଭାମା ମିଶ୍ର, ଅଭିଜୀତ ମିଶ୍ର, ନଭ୍ୟା, ପ୍ରଫୁଲ୍ଲ ବେହେରା ଏବଂ ବିଭୁ କିଶୋର ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ସମ୍ବିତ ଓ ସିଦ୍ଧାନ୍ତ ମହାପାତ୍ର ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ନୈନା ଦାସ । ହରିହର ମହାପାତ୍ର, ମୀନକେତନ, ପ୍ରିୟଙ୍କା ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, କ୍ରୀଷ୍ଣା, ନଭ୍ୟା ପ୍ରଭୃତି ଚଳଚ୍ଚିତ୍ରର ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Nijhu Ratira Sathi (2017)
Bhakta O Bhagaban (2017)
Mitha Mitha (2017)
Mun Khanti Odia Jhia (2017)
Tapori (2017)
Akhi Kholile Tu Tu Hi Tu (2017)
Tike Khara Tike Chhai (2017)
Katha Deli Matha Chhuin (2017)- More like this film, on a shelf you can walk up to.It's the lit case on the top shelf.