Mitha Mitha (2017)

- Directed by
- Srikant Gautam
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film is a romantic story that follows a young couple as they navigate love and relationships. It features new actors discovered through a television talent show and includes music and dance.
lightheartedromanticfamily-friendlymusicalhopefulupbeatwhimsical
What happens
ମିଠା ମିଠା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ରାଉତ ଏବଂ ତ୍ରିଲୋଚନ ଦାସ । ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶ୍ରୀକାନ୍ତ ଗୌତମ ଏହି ଚଳଚ୍ଚିତ୍ରର ଗୀତ, କାହାଣୀ, ସଂଳାପ ଲେଖିଥିବା ବେଳେ ନିଜେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ଏହି ଚଳଚ୍ଚିତ୍ର ପାଇଁ ଶ୍ରୀକାନ୍ତ ଗୌତମ ୨୦୧୫ରେ ଇ ଟିଭି ଓଡ଼ିଆରେ 'ମିଠା ମିଠା ଯୋଡ଼ି' ନାମକ ଏକ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ସେ ଏହି ଚଳଚ୍ଚିତ୍ରର ନାୟିକା ଏବଂ ନାୟିକା ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଏବଂ ଅଙ୍କିତା ବିଜେତା ହୋଇଥିଲେ । ଏହାପରେ ଚଳଚ୍ଚିତ୍ରଟିର ସୁଟିଂ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରୁ ରାଜେଶ, ଶ୍ରଦ୍ଧା ଏବଂ ସମ୍ଭବଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ଏହି ୫ ଜଣ ନୂଆ ମୁହଁ ସହ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ନାୟିକା ଭାବରେ ନିଆଯାଇଥିଲା । ଶ୍ରୀକାନ୍ତଙ୍କ ସହ ସ୍ମିତା ମହାନ୍ତି, ହରିହର ମହାପାତ୍ର, ଅଶ୍ରୁମୋଚନ, ହର ରଥ ପ୍ରମୁଖ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଥିଲେ । ନାୟକ ଜ୍ୟୋତିଙ୍କର ଏହି ଚଳଚ୍ଚିତ୍ରଟି ପ୍ରଥମ ଚଳଚ୍ଚିତ୍ର ଥିଲା, ମାତ୍ର ମୁକ୍ତିଲାଭରେ ବିଳମ୍ବ ହେତୁ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ବେଳକୁ ତାଙ୍କର ଅନ୍ୟ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଥିଲା । (from Wikipedia, CC BY-SA)
More like this
Akhi Kholile Tu Tu Hi Tu (2017)
Tapori (2017)
Mun Khanti Odia Jhia (2017)
Tike Khara Tike Chhai (2017)
Mu Gote Dusta Pila (2017)
Katha Deli Matha Chhuin (2017)
Tamaku Dekhila Pare (2017)
Ole Ole Dil Bole (2018)- More like this film, on a shelf you can walk up to.It's the lit case on the top shelf.