Tapori (2017)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows a young couple as they navigate their relationship. The story shows their joys and struggles.
romanticlightheartedupbeatdramaticmusicalemotionalhopeful
What happens
ଟପୋରି, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟି ୧୩ ଅପ୍ରେଲ ୨୦୧୭ରେ ମୁକ୍ତିଲାଭ କରିଥିଲେ । ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ ଏବଂ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆସାଦ୍ ନିଜାମ୍ ଏବଂ ଗୀତ ରଚନା କରିଥିଲେ ତପୁ ନାୟକ । ଅର୍ଦ୍ଧେନ୍ଦୁ ଏବଂ ଅନ୍ୱେଶା ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର ପ୍ରମୁଖ କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Akhi Kholile Tu Tu Hi Tu (2017)
Mitha Mitha (2017)
Mun Khanti Odia Jhia (2017)
Tike Khara Tike Chhai (2017)
Katha Deli Matha Chhuin (2017)
Tamaku Dekhila Pare (2017)
Mana Mo Neigalu Re (2021)
Mu Gote Dusta Pila (2017)- More like this film, on a shelf you can walk up to.It's the lit case on the top shelf.