Nijhu Ratira Sathi (2017)

- Directed by
- Sanjay Nayak
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film from 2017. It tells a love story about a man and a woman. Their relationship faces difficulties and emotional challenges.
romanticdramaticemotionalmusicalbittersweetpassionate
What happens
ନିଝୁମ ରାତିର ସାଥୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ବ୍ୟାସ ଅଭିନୟ କରିଥିଲେ । ଅନ୍ୟାନ୍ୟ ଭୁମିକାରେ ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ । ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Tamaku Dekhila Pare (2017)
Bhakta O Bhagaban (2017)
Katha Deli Matha Chhuin (2017)
Tapori (2017)
Akhi Kholile Tu Tu Hi Tu (2017)
Mitha Mitha (2017)
Premara Nisha Niara Niara (2016)
Tike Khara Tike Chhai (2017)- More like this film, on a shelf you can walk up to.It's the lit case on the top shelf.