Premara Nisha Niara Niara (2016)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is a 2016 Odia language film about love and its unique intoxication. The story follows a hero and heroine navigating their romantic relationship.
romanticdramaticmusicalupbeatsentimentalemotionaloptimistic
What happens
ପ୍ରେମର ନିଶା ନିଆରା ନିଆରା, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଭାରତୀ କାନ୍ତ ଏବଂ ଚିତ୍ରନାଟ୍ୟ-ନିର୍ଦ୍ଦେଶନ ଦେଇଥିଲେ ସରୋଜ କାନ୍ତ । ଚଳଚ୍ଚିତ୍ରର କାହଣୀ ଲେଖିଥିଲେ ରାଜେନ୍ଦ୍ର ଏବଂ ସଂଳାପ ଲେଖିଥିଲେ ମନୋରଞ୍ଜନ ଦାସ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ ଏବଂ ଶୈଳେନ୍ଦ୍ର । କିଶୋର କୁମ୍ଭାର ଏବଂ ମନୋଜ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ଏବଂ ଚିତ୍ତ ରଞ୍ଜନ, ହ୍ୟୁମାନ ସାଗର, ଅସୀମା ପଣ୍ଡା ପ୍ରଭୃତି କଣ୍ଠଶିଳ୍ପୀ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରଟି ୯ ଡିସେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଶୁଭମ ନାଇକ ଏବଂ ଅଭିନେତ୍ରୀ ଜୀନା ସାମଲ । ସୋନିଆ, ଜର୍ଜ ତିଆଡ଼ି, ଅଶ୍ରୁମୋଚନ ମହାନ୍ତି, ମନୋଜ ମିଶ୍ର, ପ୍ରଜ୍ଞା, ଝାନ୍ସି ଆଦି ଚଳଚ୍ଚିତ୍ରର ସହକାରୀ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Chhati Tale Ding Dong (2016)
He Prabhu Dekha De (2016)
Nijhu Ratira Sathi (2017)
Tamaku Dekhila Pare (2017)
Mun Gandhi Nuhen (2016)
Love Pain Kuch Bhi Karega (2016)
Lakeeran (2016)
Ki kore toke bolb (2016)- More like this film, on a shelf you can walk up to.It's the lit case on the top shelf.