Chhati Tale Ding Dong (2016)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia romantic comedy film. It follows the story of a young woman and the complications that arise in her life.
romanticlightheartedupbeatfamily-friendlyenergeticfeel-goodcomedic
What happens
ଛାତି ତଳେ ଡିଂ ଡଂ, ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" କଥାଚିତ୍ରର ଅବଲମ୍ବନରେ ତିଆରି ହୋଇଥିଲା । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ କଥା ଜଗତରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ । (from Wikipedia, CC BY-SA)
More like this
Premara Nisha Niara Niara (2016)
He Prabhu Dekha De (2016)
Mun Gandhi Nuhen (2016)
Rangila Bohu - 2 (2021)
Tamaku Dekhila Pare (2017)
Bhaina Kana Kala Se (2016)
Mo Mummy Papanka Bahaghara (2020)
Nua Nua Premare (2015)- More like this film, on a shelf you can walk up to.It's the lit case on the top shelf.