Mun Gandhi Nuhen (2016)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows two newcomers and their friends as they navigate life and relationships. The story focuses on their personal journeys and interactions.
quirkylightheartedenergeticplayfulupbeatcharacter-drivencomedic
What happens
ମୁଁ ଗାନ୍ଧୀ ନୁହେଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜକ ସୁରଜ ମିଶ୍ର ଏହାର କାହାଣୀ ଲେଖିଥିବାବେଳେ ନିଜେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ଏବଂ ପ୍ରବୀର କୁମାର ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ୨୯ ଜୁଲାଇ ୨୦୧୬ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ କ୍ରୀଷ୍ଣା ଏବଂ କରଣ ସିଂହ ରାୟ । ଏହି ଦୁଇ ନାୟକଙ୍କ ସହ ଦୁଇ ନବାଗତା ନାୟିକା ଦୀକ୍ଷା ଏବଂ ଭାବନା କର ମଧ୍ୟ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏମାନଙ୍କ ବ୍ୟତୀତ ପୁରୁଖା ଅଭିନେତା ଅଶ୍ରୁମୋଚନ ମହାନ୍ତି, ରବି ମିଶ୍ର, ଜୟୀରାମ ସାମଲ ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Bhaina Kana Kala Se (2016)
He Prabhu Dekha De (2016)
Chhati Tale Ding Dong (2016)
Tora Dine Ku Mora Dine (2016)
Mun Khanti Odia Jhia (2017)
Kokoli: Fish Out of Water (2021)
Mitha Mitha (2017)
Mu Gote Dusta Pila (2017)- More like this film, on a shelf you can walk up to.It's the lit case on the top shelf.