He Prabhu Dekha De (2016)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A romantic Odia film from 2016. It follows a man navigating relationships and life with a mix of comedy and drama.
lightheartedromanticdramaticmusicalbreezyupbeatplayfulcolorful
What happens
ହେ ପ୍ରଭୁ ଦେଖା ଦେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମା ମହେଶ୍ୱର ରାଓ ଓ ପ୍ରସନ୍ନ କୁମାର ଟେକି ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ଦୁଷ୍ମନ୍ତ ସାହୁ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଗୋପି ଆନନ୍ଦ । ଗୋପି ନିର୍ଦ୍ଦେଶନା ସହ କାହଣୀ ଲେଖିଥିଲେ ଏବଂ ଚିତ୍ରନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ପଞ୍ଚାନନ ନାୟକ ଏବଂ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଭି. ୟାଦଗରି ଏବଂ ପ୍ରକଳ୍ପିନୀ ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା ପ୍ରଭୃତି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ଦାସ । ହରିହର ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ର ପରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ, ପ୍ରଜ୍ଞା ଖଟୁଆ, ପପୁ ପମ ପମ, ମିହିର ଦାସ, ଅମନଦୀପ, ଦୁଷ୍ମନ୍ତ ସାହୁ ଆଦି କଳାକାରମାନେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Premara Nisha Niara Niara (2016)
Mun Gandhi Nuhen (2016)
Chhati Tale Ding Dong (2016)
Bhaina Kana Kala Se (2016)
Jabardast Premika (2016)
Tora Dine Ku Mora Dine (2016)
Love Shagun (2016)
Seethamma Andalu Ramayya Sitralu (2016)- More like this film, on a shelf you can walk up to.It's the lit case on the top shelf.