Love You Priya (2020)

- Country
- India
How it feels
A young couple navigates their relationship and romantic feelings in an Odia television film. It follows their interactions as they face everyday situations.
romanticlightheartedgentleupbeatwarmsimpletender
What happens
ଲଭ୍ ୟୁ ପ୍ରିୟା, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟ ସେନ୍ । ଆଶୁତୋଷ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ବିବେକ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ସୋହମ ସିଂହ ଓ ମହିମା ଦାସ । ପୁଷ୍ପା ପଣ୍ଡା, ପ୍ରୀତିରାଜ ଶତପଥୀ, ଗୁଡ୍ଡୁ, ରାଜା, ନିକି, ଜୀବନ ପଣ୍ଡା, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
- Mana Mo Neigalu Re (2021)
- Pheria - Come Back (2020)
- Tu Mo Suna Chadhei (2019)
- From Me To You (2019)
- Jungle (2021)
- Tora Mora Prema (2025)
- Mo Mummy Papanka Bahaghara (2020)
- Chal Tike Prema Kariba (2020)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…