Pheria - Come Back (2020)

- Country
- India
- Elsewhere
- IMDb
How it feels
A man and a woman are at the center of this Odia film. It follows their story and the people around them.
dramaticemotionalheartfeltpoignantseriousintensethought-provokingmoving
What happens
ଫେରିଆ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ଆଚାର୍ଯ୍ୟ । ମିହିର ରଞ୍ଜନ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶାନ୍ତିରାଜ ଖୋସ୍ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରୀତିରାଜ ଶତପଥୀ ଓ ଜୀନା ସାମଲ । ଦେବୀଦତ୍ତ ପ୍ରଧାନ, ଜୟନ୍ତ ସାଁନ୍ତରା, ଆତ୍ମାନନ୍ଦ ନାୟକ, ସର୍ବେଶ୍ୱର ଭୋଇ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୮ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । (from Wikipedia, CC BY-SA)
More like this
- Love You Priya (2020)
- Pratyaghat (2021)
- Ardhangini (2021)
- Tandav (2021)
- Ajatashatru (2018)
- Mun (2012)
- Jungle (2021)
- Mun Tuma Sabitri (2026)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…