Tandav (2021)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows a group of characters caught in a web of personal and social conflicts. The story centers on their struggles and the choices they make in a tense environment.
dramaticintenseemotionalconflict-drivendarksomberseriousaction-oriented
What happens
ତାଣ୍ଡବ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବ ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ଦୀପ ସାହୁ । ରେଡ୍ ସାଗା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ପୃଥ୍ୱୀରାଜ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପତି, ଆଶିଷ ଶର୍ମା ଓ ଚନ୍ଦ୍ରାଣୀ ଦାସ । ମିହିର ଦାସ, ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ସମ୍ଭବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୧ ମସିହାର ମାର୍ଚ୍ଚ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ୨୦୨୧ ମସିହାର ଅପ୍ରେଲ ୧୧ ତାରିଖରେ ଏହି କଥାଚିତ୍ରଟି ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Pratyaghat (2021)
Ardhangini (2021)
Jungle (2021)
Bishwaas-The Light Over Darkness (2021)
Kokoli: Fish Out of Water (2021)
Pheria - Come Back (2020)
Ramarjuna (2021)
Mana Mo Neigalu Re (2021)- More like this film, on a shelf you can walk up to.It's the lit case on the top shelf.