From Me To You (2019)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia language film is a romantic story. It follows characters as they navigate their feelings and relationships.
romanticlight-heartedemotionalstraightforwardgentlehopefuldramatic
What happens
ଫ୍ରମ୍ ମି ଟୁ ୟୁ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେଶ ମହାନ୍ତି, ଯାହାକି ରିସ୍ତା ୱେବ୍ ଇଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଂଯୁକ୍ତା ନାୟକ । ହେମନ୍ତ ସାହୁ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ଯ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଜ୍ୟୋତି ରଞ୍ଜନ ନାୟକ ଓ ଶ୍ରଦ୍ଧା ପାଣିଗ୍ରାହୀ । ପ୍ରଜ୍ଞା ଖଟୁଆ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, କୁସୁମ ତ୍ରିପାଠୀ, ସୁଜିତ ପ୍ରଧାନ, ଶ୍ରୀଲା ତ୍ରିପାଠୀ, ମନୋଜ ପାତ୍ର, ରାଜେନ୍ଦ୍ର, ସଞ୍ଜୟ, ଅଜୟ, ବିଶୁ, ପୂଜା, ଲିଜା, ନେହା, ପ୍ରତୀକ୍ଷା, ସାନିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Selfish Dil (2019)
Tu Mo Suna Chadhei (2019)
Kalia Karuchi Leela (2019)
2 Hours Love (2019)
Love You Priya (2020)
Tapori (2017)
Rangila Bohu (2019)
Miss U Mister (2019)- More like this film, on a shelf you can walk up to.It's the lit case on the top shelf.