Tu Mo Suna Chadhei (2019)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and woman navigate their feelings for each other in a small Odia community. Their relationship faces challenges from family expectations and local customs.
romanticheartfeltgentleearnestemotionaltraditionalwarmsimple
What happens
ତୁ ମୋ ସୁନା ଚଢ଼େଇ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିତିନ ପଣ୍ଡା, ଭୂପେଶ ପଣ୍ଡା, ସୀତାଂଶୁ ମହାନ୍ତି ଓ ଏସ୍. ଦିଲୀପ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଦିଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଏଲ୍ସା ଘୋଷ । ରାଇମୋହନ ପରିଡ଼ା, ଦୈତାରୀ ପଣ୍ଡା, ବାବୁ ପ୍ରଧାନ, ଭୂପତି ତ୍ରିପାଠୀ, ଚିନ୍ତାମଣି ବିଶ୍ୱାଳ, ଶ୍ରେୟା, କ୍ରିଷ୍ଣା କର, ଅମର, ବୁଲୁ, ମାନସ ମିଶ୍ର, ଜୟାସ୍ୱାମୀ, ଜୀବନ ପଣ୍ଡା, ଚାନ୍ଦିନୀ, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Selfish Dil (2019)
From Me To You (2019)
Kalia Karuchi Leela (2019)
Miss U Mister (2019)
A Gift of Love: Sifar (2019)
2 Hours Love (2019)
Dekha Hela Prema Hela (2019)
Love You Zindagi (2019)- More like this film, on a shelf you can walk up to.It's the lit case on the top shelf.