Tora Mora Prema (2025)

- Country
- India
How it feels
This Odia film tells a love story between two people. It follows their relationship as it develops over time.
romanticlightheartedhopefulemotionalsimplewarmearnest
What happens
ତୋର ମୋର ପ୍ରେମ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ । ତୁଷାର କେ. ସିହ୍ନା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର କେ. ସିହ୍ନା ଓ ପୁଣ୍ୟତୋୟା ପାଣିଗ୍ରାହୀ । ସ୍ମୃତି ରଞ୍ଜନ ରଥ, ମନସ୍ୱିନୀ ପତି, ନୀତୁ ମିଶ୍ର, ମଧୁମିତା, ସୋମୁ, ଡିସ୍କୋ, ଥିନ୍, ଅଭୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୦ ଅକ୍ଟୋବର ୨୦୨୫ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Miss Call Friend (2025)
- Au Gote Love Story (2022)
- Lagila Ranga Golapi Golapi (2023)
- Parbatipurara Pabanasuta (2025)
- Omm Namah Shivaya Bhaktire Sakti (2025)
- Mo Suna Bhaunii (2025)
- Udhara Karibu Satapurusha (2025)
- Chhi Re Nani (2025)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…