Omm Namah Shivaya Bhaktire Sakti (2025)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film tells a story centered on faith and devotion. A group of characters explore the power of spiritual belief in their lives.
devotionalfamily-orientedtraditionalsereneinspiringmusicalheartfeltsimple
What happens
ଓମ୍ ନମଃ ଶିବାୟ ଭକ୍ତିରେ ଶକ୍ତି ୨୦୨୫ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ଫିଲ୍ମସ୍ ଦ୍ୱାରା ପ୍ରଯୋଜନା କରାଯାଇଥିଲା । ତରଙ୍ଗ ଟିମ୍ ଦ୍ୱାରା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରାଯାଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସୁନିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ଆଲୋକ ବେହେରା । ସଙ୍ଗୀତକାର ଲଳିତ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଜସ୍ମିନ ରଥ, ସ୍ୱାଧୀନ କୁମାର, କ୍ରିଷ୍ଣା କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୩ ଅଗଷ୍ଟ ୨୦୨୫ରେ ଏହି କଥଚିତ୍ରଟି ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mo Suna Bhaunii (2025)
Tora Mora Prema (2025)
Udhara Karibu Satapurusha (2025)
Chhi Re Nani (2025)
Satyabanara Swarga Jatra (2025)
Parbatipurara Pabanasuta (2025)
Miss Call Friend (2025)
Mana Museum (2023)- More like this film, on a shelf you can walk up to.It's the lit case on the top shelf.