Chhi Re Nani (2025)

- Original title
- ଛି ରେ ନନି
- Directed by
- Sushant Mani
- Country
- India
- Rated
- U/A 16+
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is a 2025 Odia film about a group of characters navigating humorous everyday situations. The story follows their interactions and the complications that arise from a series of misunderstandings.
lightheartedcomedicupbeatromanticplayfulfamily-orienteddramedylively
What happens
ଛି ରେ ନନୀ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଏବଂ ହିରେନ କୁମାରଙ୍କ ସହ ମିଶି ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସମାନ୍ତରାୟ ଓ ଶିବାନୀ ସଙ୍ଗୀତା । ଦ୍ୱୀପନ୍ୱିତ ଦାଶମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ, ଆଦ୍ୟାଶା ଦାସ, ଭକ୍ତି ରଞ୍ଜନ ଦାସ, କୁନାଲ ମଣ୍ଡଳ, ସୁମନ୍ତ ମଣି, ସ୍ମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧ ଅଗଷ୍ଟ ୨୦୨୫ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Udhara Karibu Satapurusha (2025)
Tora Mora Prema (2025)
Mo Suna Bhaunii (2025)
Sautuni No. 1 (2025)
Miss Call Friend (2025)
Satyabanara Swarga Jatra (2025)
Omm Namah Shivaya Bhaktire Sakti (2025)
Prem For Sale (2023)- More like this film, on a shelf you can walk up to.It's the lit case on the top shelf.