Sautuni No. 1 (2025)

- Directed by
- Mahesh Hazra
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia film from India released in 2025 on television and OTT. It follows a family story with several characters dealing with everyday situations.
straightforwarddomesticordinarylightconversationaleveryday
What happens
ସଉତୁଣୀ ନମ୍ବର ୧ ୨୦୨୫ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭେନ୍ଦ୍ର ମଲ୍ଲ ଓ ପ୍ରଦ୍ୟୁମ୍ନ ଲେଙ୍କା । ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମହେଶ ହାଜ୍ରା । ସଙ୍ଗୀତକାର ବିରାଜ ପ୍ରସାଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ନୀଲ ପଣ୍ଡା, ଜସ୍ମିନ ରଥ, ଲଭରୀନ ଖାନମ, ପ୍ରଦ୍ୟୁମ୍ନ ଲେଙ୍କା, ରାକେଶ, ପୁଷ୍ପଲତା, ମିଲି ମହାନ୍ତି, ହାଡ଼ୁ, ଶୀଲା ତ୍ରିପାଠୀ, ଅଶୋକ, ଉଦିତ ଗୁରୁ, ଗୁଡ୍ଡୁ, ଆଲୋକ, ତାପସ ସରଘରିଆ, ଗୌତମ, ସରସ୍ୱତୀ ଦେବୀ, ଶୁଭେନ୍ଦ୍ର ମଲ୍ଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୪ ମଇ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Chhi Re Nani (2025)
Satyabanara Swarga Jatra (2025)
Mo Suna Bhaunii (2025)
Udhara Karibu Satapurusha (2025)
Omm Namah Shivaya Bhaktire Sakti (2025)
Miss Call Friend (2025)
Tora Mora Prema (2025)
Ame Ta Middle Class (2022)- More like this film, on a shelf you can walk up to.It's the lit case on the top shelf.